. *🌻☘️🌹" ଜୀବନ ଦର୍ଶନ "🌹☘️🌻*
*ତାରିଖ : ୨୧.୦୧.୨୦୨୨,ଶୁକ୍ରବାର*
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻
*🌹➡️"ଭକ୍ତ ଭଗବାନଙ୍କର ଛୋଟ ପୁଅ ଓ ଜ୍ଞାନୀ ବଡ ପୁଅ, ମାଆଙ୍କୁ ଛୋଟ ଓ ବଡ ସବୁ ପୁଅ ସମାନ ଭାବେ ପ୍ରିୟ ଲାଗନ୍ତି, କିନ୍ତୁ ମାଆ ବଡ ପୁଅର ଯତ୍ନ ନ ନେଇ ଛୋଟ ପୁଅର ଯତ୍ନ ନିଏ, କାରଣ ଛୋଟ ପୁଅ କେବଳ ମାଆର ଆଶ୍ରିତ ଥିବାରୁ ତା 'ର ଯତ୍ନ ନେବା ଯେତେ ଆବଶ୍ୟକ, ବଡ ପୁଅର ଯତ୍ନ ନେବା ସେତେ ଆବଶ୍ୟକ ନୁହେଁ, ସେହିପରି ଭଗବାନ ତାଙ୍କର ଆଶ୍ରିତ ଭକ୍ତର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଏବଂ ନିଜେ ତା' ର ଯୋଗ କ୍ଷେମ ବହନ କରନ୍ତି କିନ୍ତୁ ଜ୍ଞାନୀର ଯୋଗ କ୍ଷେମ ବହନ କରିବ କିଏ ? ସେଥିପାଇଁ ଜ୍ଞାନ ମାର୍ଗୀ ସାଧକ ହୁଏତ ଯୋଗ ଭ୍ରଷ୍ଟ ହୋଇ ପାରେ, କିନ୍ତୁ ଭକ୍ତ ଯୋଗଭ୍ରଷ୍ଟ ହେବା ସମ୍ଭବ ହେବା ସମ୍ଭବ ନୁହେଁ।"⬅️🌹*
*🌹ଶୁଭ ସକାଳ🌹*
*🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*
➖➖➖➖➖➖➖➖➖➖➖
Comments
Post a Comment
Let QNA know what you feel ...