. *🌻☘️🌹" ଗୀତା ବାଣୀ "🌹☘️🌻*
*ତାରିଖ : ୨୧.୦୧.୨୦୨୨,ଶୁକ୍ରବାର*
*❀꧁❀꧂❀꧁❀꧂❀꧁❀꧂❀*
*______________________________________*
🌻☘️🌸🌼🌼🙏🌼🌼🌸☘️🌻
*!! ଅଧ୍ୟାୟ - ୦୯ !!*
*!! ରାଜବଦ୍ୟା ରାଜଗୁହ୍ୟ ଯୋଗଃ !!*
*!! ଶ୍ଳୋକ - ୦୮ !!*
*🌹!! ପ୍ରକୃତିଂ ସ୍ଵାମଵଷ୍ଟଭ୍ୟ ଵିସୃଜାମି ପୁନଃ ପୁନଃ |ଭୂତଗ୍ରାମମିମଂ କୃତ୍ସ୍ନମଵଶଂ ପ୍ରକୃତେର୍ଵଶାତ !!🌹*
*➡️ପ୍ରକୃତି ବଶରେ ରହି ପରତନ୍ତ୍ର ହୋଇଥିବା ଏ ଜୀବଗଣଙ୍କୁ ନିଜ ପ୍ରକୃତିକୁ ବଶିଭୂତ କରି ବାରାମ୍ୱାର ସୃଷ୍ଟି କରେ ।*
*🌹ଶୁଭ ସକାଳ🌹*
*🌼🌸🙏ଜୟ ଶ୍ରୀକୃଷ୍ଣ🙏🌸🌼*
➖➖➖➖➖➖➖➖➖➖➖
Comments
Post a Comment
Let QNA know what you feel ...